Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

kamal kumar dash

Tragedy


3  

kamal kumar dash

Tragedy


ଏଆର ଆମ୍ବୁଲାନ୍ସ

ଏଆର ଆମ୍ବୁଲାନ୍ସ

1 min 167 1 min 167


ନିକିତା ଘରେ ସମସ୍ତଙ୍କୁ କରୋନା ହୋଇଗଲା | ବାପା ମା ତ ଘରୁ କୁଆଡେ ଯାଉ ନଥିଲେ କିନ୍ତୁ କରୋନା ତାଙ୍କୁ ବି ଛଡିଲାନି | କେତେ ଜଣଙ୍କୁ ଘରେ ରହି ଟ୍ରିଟ୍ମେଣ୍ଟ ହେଲା ବାପା ହସ୍ପିଟାଲ ରେ ପଡିଲେ ଓ ୧୫ ଦିନ ପରେ ଘର କୁ ଫେରିଲେ | ବଡ଼ଭାଈ କୁ ତା ପରେ ହେଲା ସେ ଆଇସିୟୁ ରେ ପଡିଲା | କାହା ହାତରେ ସେ ଫୋନ କଲା ଚପଲ ପାଇଁ , ସାନ ଭାଇ ନିର ଗୋଟିଏ ନୂଆ ଚପଲ ନେଇ ତାକୁ ଦେବାକୁ ଗଲା ଓ ଭାଇକୁ ଦେଖିବାକୁ ଯାଇ ଚପଲ ଦେଇ ଆସିଲା | ୪ଦିନ ପରେ ନିର କୁ ଜ୍ଵର ହେଲା ଓ ଧୀରେ ଧୀରେ ବଢ଼ିଲା | ସେ ପ୍ରଥମେ ହସ୍ପିଟାଲ୍ରେ ପଡିଲା ଦି ଦିନ ପରେ ଅକ୍ସିଜେନ ଲାଗିଲା ତାପରେ ଆସିୟୁ ରେ ଭେଣ୍ଟିଲେଟର ଲାଗିଲା | ବଡ଼ ଭାଈ ହସ୍ପିଟାଲରୁ ଘରକୁ ଆସିଲା | ଦେଖିଲା ଘରେ କାନ୍ଦ ବୋବାଳି ପଡିଛି | ୧୫ ଦିନ ପରେ ତାର ଇକମୋ ମେସିନ ଲାଗିଲା ଦିନକୁ ଖର୍ଚ୍ଚ 1ଲକ୍ଷ ଟଙ୍କା |20ଦିନ ପରେ ହସ୍ପିଟାଲ କହିଲା ନିର ର ଡେଭେଲପମେଣ୍ଟ ବହୁତ ସ୍ଲୋ ଅଛି ତାର ଲଙ୍ଗସ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡିବ | ଘରେ କିଛି ଟଙ୍କାପଇସା ନଥିଲା ନିର ର ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ ପାଇଁ ଦୁଃଖ ଜଣାଇଲେ | କିଛି ଘର ଲୋକ ସାହାଯ୍ୟ କଲେ ଓ ବାହାର ଲୋକ ବି କିଛି କିଛି ଟଙ୍କ| ଦେଲେ | ନିର କୁ ଧରି ଏଆର ଆମ୍ବୁଲାନ୍ସ ମାଡ୍ରାସ କୁ ବାହାରିଲା ଭଲ ଟ୍ରିଟ୍ମେଣ୍ଟ ପାଇଁ ପଛରେ ରହିଗଲେ ବର୍ଷ କର ପୁଅ ଓ ଆଖିରୁ ଲୁହ ଶୁଖୁ ନଥିବା ସ୍ତ୍ରୀ ଓ ଦୁଃଖ ରେ ଭାଙ୍ଗିପଡିଥିବା ପରିବାର | 


Rate this content
Log in

More oriya story from kamal kumar dash

Similar oriya story from Tragedy