Sanjya Tripathy

Classics

3  

Sanjya Tripathy

Classics

ଚାଳକ

ଚାଳକ

4 mins
186



ଆମରୁ ପୁରାଣ, ରାମାୟଣ, ମହାଭାରତର ସାରଥୀ ମାନଂକୁ ଏଇ ଲେଖାରେ “ ଚାଳକ”ଶବ୍ଦରେ ବର୍ଣ୍ଣନା କରୁଛି । ସଂପ୍ରତି ସାଇକେଲ, ଦୁଇଚକିଆ ମଟର ସାଇକଲ, ଚାରିଚକଲିଆ

କାର, ଜିପ୍, ୬/୮/୧୦ ଚକିଆ ଟ୍ରକ୍, ମିନିଟ୍ରକ୍, କ୍ୟାଟର ବସ୍ ଓ ଗ୍ଲିପର ବସ୍, ଟ୍ରେନ, ଉଡାଜାହା.ବୁଡାଜାହାଜ, ଜଂଗା, ମଟରବୋଟ୍, ଷ୍ଟିମର ସବୁଥର ଡ୍ରାଇଭର ମାନେ ହେଲେ ଚାଳକ ।ଆଜିକୁ ୨୩ ବର୍ଷ ତଳେ ମୋର ପୋଷ୍ଟି ହେଲା କୁଟଡା ଏ.ଆର୍.ସି.ଏକ କାର୍ଯ୍ୟାଳରେ ।ଆମ ଘରୁ ତାର ଦୂରତା ୮୫ କି.ମି.- ରେଳ ସଂଯୋଗ ନାହିଁ, ବସ୍‌ରେ ଯିବାକୁ ପଡିବ । ବୁଝାବୁଝିକରି ଜାଣିଲି, ସଂବଲପୁର ରୁ କୁଟୁଡା ଏନ୍.ଏ.ସି କ୍ୟାଟର ପ୍ରତି ୨ ଘଂଟାରେ ଗୋଟାଏ । ଜଏନିର

ଛାତ ସଂଗ୍ରହ କରି ସକାଳ ୬ଟା କ୍ୟଟର ଧରିଲି ଯାହା

୮.୧୫ ରେ ମୋତେ କୁଟିଂଡାରେ ପହଂଚାଇଦେଲା । ସେଠା ବସ୍ଟାଣ୍ଡରେ ଚା’ ଜଳଖିଆ କଲାପରେ ହୋଟେଲ ବାଲାକୁ ପଚାରିଲି-” ଏ.ଆର୍.ସି.ଏସ୍. ଅଫିସଟା କେଉଁଠି ?

ପ୍ରଥମ ଦିନ ମୋର ଆବଶ୍ୟକୀୟ କାଗଜାତ

ଉତ୍ତର ମିଳିଲା-” ବ୍ଲକ ଅଫିସ ଫଚ ପଟେ ।”

ଆଫିସ୍‌କୁ ଯାଇ ଜଏନଂ ରିପୋର୍ଟ ଦେଇ ଅଫିସ୍ ଏସ୍.ଏ.ଆର୍.ସି ଏସ୍.କ ସାମନାରେ ବସିଲି

। ସେ ଜଣେ ନିହାତି ଆମାୟିକ ଭଦ୍ରବ୍ୟକ୍ତି । ମୋ ସହିତ ବଧୁତ୍ଵପୂର୍ଣ୍ଣ କଥାବାର୍ତାରୁ ଜାଣିଲେ ଯେମୋ ଘର ସଂବଲପୁର ଓ ଦୁଇ ଦିନ ପରେ ମୁଁ ଜିନିଷପତ୍ର ଧରି ଆସିବି, ବ୍ଲକ କଲୋନୀରେ ଜଣେଆତ୍ମୀୟଂସ କ୍ୱାର୍ଟରରେ ରହିବି । ସେଇ ଦୁଇ ଦିନ ମଧ୍ୟରୁ ଦିନେ ଛୁଟି, ରବିବାର ।ସେ ଅଜ୍ଞା ସିଧା ଏ.ଆର୍‌.କ ଫେବରରେ ପଶିଲେ ଓ କିଛି ସମୟ ପରେ ସେଠୁ ବାହାରିଇସ୍ୟୁ ତେସ୍‌ର୍ ବିଭାଗୀୟ କିରାଣକୁ କହିଲେ- “ସଂବଲପୁର ଡି.ଆର୍. ଅଫିସକୁ ପଠାଇବାକୁ

ଥିବା ସବୁ ଡାକ ଏ ନୂଆଁ ବାବୁକୁ ଦେଇ ଦିଅ । ମୁଁ ଅଫିସ୍ ଅର୍ଡର କରି ଦେଉଛି” ।ତା ପରେ ମୋତେ କହିଲେ- ଏବେ ସାଢେ ଏଗାର ଟା । ଆପଣ ଅଫିସ୍ ଚିଠିପତ୍ର ନେଇ

୧୨ଟା କ୍ୟାଟରରେ ସଂବଲପୁର ଯାଆଂତୁ । କିଂତୁ ସୋମବାର ସକାଳୁ ଜିନିଷପତ୍ର ନେଇ ଠିକ୍ସମୟରେ ଅଫିସ୍‌କୁ ଆସିବେ ।

ଏହି ପରି ଭାବରେ ସଂବଲପୁରରୁ କୁଟିଂଡା ଏନ୍.ଏ.ସି. କ୍ୟାଟରରେ ଯିବା ଆସିବା ଚାଲିଲା ।ବସ୍‌ ଜମନକିରାରେ ଚା ପିଇବା ପାଇଁ ପାଂଚ ମିନିଟ ଅଟକେ । ସେ ଛକରେ ଗୋଟିଏ ଭଲଜଳଖିଆ ହାଟେଲ ଥିଲା । ମୁଁ କୁଟିଂଡାରୁ ସଂବଲପୁର ଗଲାବେଳେ ସେ ଦୋକାନର ପ୍ରସିଦ୍ଧ ମିଠା

ଆଇଟମ୍ କାନଗୋଡା ନେଇକି ଘରକୁ ଯାଏ ।ମୁଁ ଜୁଲାଇରେ ଚାକିରୀ ଜଏନ୍ କରିଥିଲି । ଅଗଷ୍ଟରେ ଆମର Foundation ଟ୍ରେନିଂ (୨୦ଦିଡିଅ ) ପଢିଲା ଭୂବନେଶ୍ୱର ଏମ୍.ଆଇ.ସି.ଏମ୍ ରେ । ସେଠା ହଷ୍ଟେଲରେ ରହିବା ଓ ଖାଇବାବ୍ୟବସ୍ଥା ଥିଲା । ସେ ସମୟରେ ସଂବଲପୁରରୁ ଭୂବନେଶ୍ୱର ରେଳ ସଂଯୋଗ ନଥିଲା କାରଣ

ସଂବଲପୁର ଡାଳଚେର ପ୍ରକଳ୍ପ କାମ ଚାଲିଥିଲା । ସୁତରାଂ ସେ ସମୟରେ ରାଜତି କରୁଥିବା ଗୋଟିଏ

ପ୍ରାଇଭେଟ୍‌ ଗ୍ରୁପର ବିଲକ୍ସ ଭିଡିଓ କୋବସରେ ଆଡ୍‌ଭାନ୍ସ ଟିକେଟ ଟିଏ କରି ନେଲି । ରାତି୧୦ ଟାରେ ଛାଡି ସକାଳ ୫ଟାରେ ଭୂବନେଶ୍ୱର ସି.ଆର୍. ପ ି ଛକରେ ଗାଡି ମୋତେ ଛାଡିଲା ।ଇଂବା ରୂପ ପାଇଁ ଡବଲ ଡ୍ରାଇଭର (ଚାଳକ) ବ୍ୟବସ୍ଥା ପ୍ରାୟ ସବୁ ସରକାରୀ/ ବେସରକାରୀ ବସ୍‌ରେ

।ଥିଲାଟ୍ରେନିଂ ସାରି ପୁଣି ଭୁବନେଶ୍ୱର-ସଂବଲପୁର ବସ୍‌ଯାତ୍ରା ତା ପରେ ୧୯୯୭ ପର୍ଯ୍ୟତ ବର୍ଷେ

କାଳ ସଂବଲପୂର-କୁଟିଂବା ବସ୍ ଯାତ୍ରା ।

୧୯୯୭ ଜୁଲାଇ ରୁ ୧୯୯୮ ଫେବୃୟାରୀ ପର୍ଯ୍ୟତ ଆମର ଡିପାର୍ଟମେଟାଲ୍ ଟ୍ରେନିଂ ପଡିଲା

ଗୋପାଳପୁର (ବ୍ରହ୍ମପୁର) ସମବାୟ ତାମିଲ କେନ୍ଦ୍ରରେ । ସେଠାକୁ ଆମେ ସଂବଲପୁରରୁ ବ୍ରହ୍ମପୁର

ଯାଇ ହାଇଟ ହର୍ସ ନାମଧେୟ ଏକ ପ୍ରାଇଭେଟ୍ ବସ୍‌ରେ । ବ୍ରହ୍ମପୁରରୁ ଗୋପାଳପୁର ସବୁବେଳେ

ଟାଇପ୍ ଥାଏ ।ଟ୍ରେନିଂରୁ ଫେରିବା ପରେ ମୋର ପୋଷ୍ଟି ହେଲା ବାକୋଟ ବ୍ଲକରେ ସମବାୟ ସଂପ୍ରସାରଣ

ଅଧିକାରୀ ପଦରେ । ସେତେବେଳେ ମୋର ବଡଭଉଣୀ ଥିଲା ପାଲଲହଡାରେ ଯେଉଁଟା ବାରକୋଟରୁ୨୫ କି.ମି ଦୂର । ସ୍ଥିର କଲି- ନାନୀ ଘରେ ରହି ଡେଲି ଅପ୍ ଡାଉନ୍ କରିବି ଓ ସପ୍ତାହକୁ ଥରେ ସଂବଲପୁର ଆସିବି ।ଦିନ ଅଫିସ୍ ସମୟରେ ମୁଁ ସଂବଲପୁର ନାଗରାଜ ବସ୍‌ରେ ଏକ ମର୍ଲି ଅଫିସ ସମୟରେ ରଂଜିତା/କୀଯୁବାବୁ ବସ୍‌ରେ ବାରକୋଟ୍ ଯାଉଥୁଲି । ରାସ୍ତା ସେହି ଜମନକିରା, ଦେବଗଡ ଦେଇ ଯିବା

ସମୟରେ ବସ୍ ଷ୍ଟାଫ ଜମନକିରିରେ ଚା ଜଳଖିଆ କରଂତି- ମୁଁ ବି କରେ ।ଦିନେ ଦେଖିଲି-ଡ୍ରାଇଭର ତ୍ରିନାଥ ହୋଟଲେ ଭିତରକୁ ଗଲା, କିଂତୁ ଜଳଖିଆ ଖାଇଲା ନାହିଁ

। ପଚାରିବାରୁ କହିଲା, ଆଜ୍ଞା ବସ୍ତିତ ୧୫୦୦ ଟଂକା ତେଲ ଖାଇବ । ଆଜି କଲେକ୍‌ସନ୍ ଖାସ୍ କିଛିନାହିଁ । ତେଣୁ ଆମର ଖାଇବା ବଂଦ ।

ତ୍ରିକ ଥର କଥା ଦି ପଦ ମୋ ହୃଦୟକୁ ଭେଦିଗଲା । ଚାହିଁଥିଲେ ମୁଁ ମୋ ପଇସାରେ ତାକୁ ଚା

ଜଳଖିଆ ଖୁଆଇ ପାରିଥତି, କିଂତୁ ସେଭଳି ସ୍ୱାଭିମାନୀ ପୁରୁଷକୁ ଜଳଖିଆ ଯାଚିବା ପାଇଁ ମୋର

ବିବେକ ମୋତେ ମନା କଲା ।

ଚାରିବର୍ଷ ସଂବଲପୁରରୁ ବାରକୋଟ ବସ୍ ଯାତ୍ରା କଲି ସେଇ ନାଗରାଜ ବସ୍‌ରେ । କିଂତୁ

ଭବଦାନ ନ କୃଫାରୁ ସେ ଦିନ ପରି ପରିସ୍ଥିତିର ଆଉ କେବେ ପୁନରାବୃତ୍ତି ହୋଇନାହିଁ ।

୨୦୧୫ ରେ ମୁଁ ପଦୋନ୍ନତି ପାଇଁ ଉପ-ସହକାରୀ ନଂବଧକ ରୂପେ ଭବାନୀପାଟଣାରେ

ଯୋଗଦାନ କଲି । ସେଠାକୁ ସେଇମିତି ରାତି ସରକାରୀ ବସ୍‌ରେ ଯିବା ଆସିବା-୨୫୦ କି.ମି.

ଭାସ୍ଥ୍ୟ । ସେଠିକାର ଦୁଇ ବର୍ଷର ରହଣି ସମୟରେ ସବୁ ଚାଳକ, କଣ୍ଡକ୍ଟର ଅତି ପରିଚିତି ହୋଇଗଲେ

। ରାତ୍ରି ଝଟାରେ ସେମାନଂକର Desigrated ଷ୍ଟପ୍‌ରେ ବସ୍ ରଖି ପରିସ୍ରା ଯାଇ ସେମାନେ ଚା ପିଅଂତି -

ମୁଁ ବି ଯିଏ

ଏବେ ୨୦୧୯ ରେ ମୋର ବଦଳି ହୋଇଛି ବରଗଡ଼ । ଏବେ ବରଗଡକୁ ପ୍ରତି ଅଧ ଘଂଟାରେ

ଗୋଟିଏ ଲେଖାଏ ସିଟି ବସ୍ । ଏକ ନିର୍ଦିଷ୍ଟ ସମୟର ବସ୍‌ରେ ନିୟମିତ ଯିବା ଆସବି) (ଡେଲି ଅପ

ଡାଉନ) କରିବା ଦ୍ଵାରା ସିଟ୍‌ଟି ସୁରକ୍ଷିତ, ଭଡାରେ କନ୍ସେସନ୍ ଏବଂ ସବୁଠାରୁ ବଡ କଥା।- ସିଟ୍‌

ବସିବା ମାତ୍ରେ ଚାଳକ ଭାଇ ମୋ ହାତକୁ ଚା କପେ ବଢାଇ ଦେଉଛତି ।

ଟ୍ରେନ୍‌ର ଚାଳଙ୍କକ ସହିତ ଆମେ ଯାତ୍ରୀ ମାନେ ତ କଥାବାର୍ତା କରିପାରିବୁନି । କିଂତୁ ବ୍ୟକ୍ତିଗତ

କାମରେ ଦୂର ସ୍ଥାନ ଯିବାକୁ ହେଲେ ମୁଁ ଟ୍ରାଭେଲ୍ସରୁ ଗାଡି ମଗାଇ ନିଏ । ଏହି କ୍ରମରେ ପଧାନ

ବୋଲି ଗୋଟେ କାର୍ ଚାଳକ ସହ ମୋର ଘନିଷ୍ଠ ସଂପର୍କ । ସେ ଆମ ପରିବାରର ଜଣେ ସଦସ୍ୟ

ହୋଇ ଗଲାଣି ।

ଚାଳକ ମାନେ ସାଧାରଣତଃ ଶାଂତି ଅପନୋଦନ ପାଇଁ ମଦ୍ୟପାନ କରଂତି ବୋଲି ମୁଁ ଶୁଣିଛି

। କିଂତୁ ଗଡି ଚଳାଉଥିବା ସମୟରେ-ଅର୍ଥାତ ଡ୍ୟୁଟିରେ ଥିବାବେଳେ କେହି ମଦ୍ୟପାନ କରିଥିବା ମୁଁ

ଦେଖି ନ ୯ ଟି ଜାଣିନାହିଁ । ଅନେକ ଚାଳଙ୍କକ ସଂସ୍ପର୍ଶରେ ମୁଁ ଆସିଛି । ସେମାନଂକ ମଧ୍ୟରୁ ଅଧିକାଂଶ

ମିତଭାଳୀ ଭଦ୍ର, ଶିଷ୍ଟ ଓ ଅମାୟକ ସରଳି ବ୍ୟକ୍ତିତ୍ଵ । ଏମିତି ବି ହୋଇଛି- ବାଟରେ ଚକା ଫପ

ବୋଇ ହୋଇ ଗାଡି ଅଟକିଛି -ଚାଳକ ଗଳଦ୍ଵର୍ମ ହୋଇ ଷ୍ଟେପନୀ ବଦଳେଇଛି । ପୁଣି କେତେକ

ସ୍ଥାନରେ ଚାଡି ବ୍ରେକ୍ ଡାଉନ୍ । କିଂତୁ କୌନସି ପରିସ୍ଥିତିରେ ଚାଳକ ବିଚଳିତ ହୋଇନାହିଁ । ସେ ଏକ

ନିର୍ବେଦ- ନି କାର-ନିର୍ବିଶଂକ ଚରିତ୍ର । ମୋର ବେଳେ ବେଳେ ଇଚ୍ଛା ହୁଏ- ତ୍ରିନାଥ ପରି କେଇଜଣ

ଚାଲଙ୍କ ସହ ଦୀର୍ଘ କଥୋପକଥନ କରି ସେମାନଂକ ବ୍ୟକ୍ତିଗତ ଜୀବନ ବାବଦରେ ଜାଣଂତି-

ରିସର୍ଚ କରାତି- କିଂତୁ ଏ ପର୍ଯ୍ୟତ ସେହି ସୁଯୋଗ ମୋତେ ମିଳିନାହିଁ । ମିଳିଲେ ନିଶ୍ଚିତ ରୂପେ

ସେ ମାତିଯିବି


Rate this content
Log in

Similar oriya story from Classics