Lina Dhal

Inspirational

3  

Lina Dhal

Inspirational

ଅନୁମତି

ଅନୁମତି

1 min
149


ମିଶ୍ରବାବୁ ହଠାତ୍ ବାହାରକୁ ଆସି ଦେଖିଲେ, ଗେଟ୍ ଟା ଅଧା ଖୋଲାଅଛି। ଗେଟ୍ ଟା ବନ୍ଦକରିବାକୁ ଯାଇ ଦେଖିଲେ...ଆରେ ତୁ ଏ ପର୍ଯ୍ଯନ୍ତ ଏଇଠି ଛିଡାହୋଇଛୁ ଯାଇନୁ। ହଁ ଆଜ୍ଞା ଆଜି ଆପଣ ମୋତେ ପେଟପୁରା ଖାଇବାକୁ ଦେଲେ, ଆପଣଙ୍କ ଅନୁମତି ନ ନେଇ କେମିତି ପଳେଇଥାଆନ୍ତି । ହଉ


ତେବେ ତୁ ଯାଆ କହି ଗେଟ୍ ବନ୍ଦ କରୁ କରୁ ପୁଅ ବାଇକ୍ ଟିକୁ ଆଣି ଛିଡା କରେଇଦେଲା । ମିଶ୍ର ବାବୁ ପଚାରିଲେ କାଲି ରାତିରେ କୁଆଡେ ରହିଗଲୁ ଟିକେ ଜଣେଇଲୁନି । ତମ ଅନୁମତି ନେବାଟା କଣ ନିହାତି ଦରକାର ପୁଅ ଚଢାଗଲାରେ ଉତ୍ତର ଦେଲା ।



Rate this content
Log in

Similar oriya story from Inspirational