Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ତମ ସୁରକ୍ଷା...

ତମ ସୁରକ୍ଷା ବଳୟ ଭିତରେ ନିଜକୁ ସୁରକ୍ଷିତ ମନେ କରୁଥିଲି । ପରିଧିଟା ଯେଉଁ ଦିନ ଅସୁରକ୍ଷିତ ପାଲଟି ଗଲା ବାଧ୍ଯ ହେଲି ପ୍ରତିବାଦ କରିବା ପାଇଁ, ଆଜି ତୁମେ ସଂସାର ହାଟରେ କୁହ ସୀମା ଡେଇଁଗଲେ ନାରୀ କଳଙ୍କିନୀ ।

By Lipsa Acharya
 157


More oriya quote from Lipsa Acharya
2 Likes   0 Comments
0 Likes   0 Comments
1 Likes   0 Comments
0 Likes   0 Comments
1 Likes   0 Comments

Similar oriya quote from Abstract