Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ସତରେ ଏ...

ସତରେ ଏ ଦୁନିଆଁଟା ବଡ଼ ବିଚିତ୍ର ।ପେଟେ ଖାଇଥିଲେ ବି ଲୋକମାନେ ଏଠି ଖାଦ୍ୟ ଯାଚନ୍ତି । କିନ୍ତୁ ପାଣି ପିଇ ଜୀବନ ବିତାଉଥିବା ଲୋକମାନେ ଖାଦ୍ୟ ମାଗିଲେ ଏଠି ଖାଦ୍ୟ ମିଳେ ନା ମିଳେ ମାଡ଼, କଟୁ କଥା ଆଉ ହିନ ଦୃଷ୍ଟିରେ ଦେଖିବା । ସତେ ଭୋକ ଯେପରି ଅଭିଶାପ ତାଙ୍କ ପାଇଁ ....। ଆଶିଷ କୁମାର ସ୍ବାଇଁ

By Ashis Kumar Swain
 135


More oriya quote from Ashis Kumar Swain
0 Likes   0 Comments
1 Likes   0 Comments
3 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract