Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
ସାହିତ୍ୟ ଓ...

ସାହିତ୍ୟ ଓ ସମାଜ ପରସ୍ପରର ପରିପୂରକ। ସାହିତ୍ୟ ବିନା ସମାଜ ଅଧୁରା ଓ ସମାଜ ବିନା ସାହିତ୍ୟ ଅଧୁରା। ଜଣେ ଯେତେ ବଡ଼ ବୈଜ୍ଞାନିକ ହେଉନା କାହିଁକି ରାତ୍ରି ରେ ସାହିତ୍ୟ କୋଳରେ ବିଶ୍ରାମ ନେଇଥାଏ। ଆଉ ଯେତେବେଳେ ସାହିତ୍ୟ ରେ ନିଆଁ ଲାଗେ ତାହାଲେ ପୁରା ସମାଜ ଜଳେ ଏକ ନୂତନ ପରିବର୍ତ୍ତନ ର ଅଗ୍ରଗତି ପାଇଁ।

By Jayanta Janapriya Mahakur
 78


More oriya quote from Jayanta Janapriya Mahakur
13 Likes   0 Comments
5 Likes   0 Comments
3 Likes   0 Comments
2 Likes   0 Comments
1 Likes   0 Comments

Similar oriya quote from Inspirational