STORYMIRROR
'କୃପଣ' ଭଳି...
'କୃପଣ' ଭଳି...
'କୃପଣ' ଭଳି...
“
'କୃପଣ' ଭଳି 'ଦାତା' ଜଣେ,
ଦୁର୍ଲଭ ଅଟେ ତ୍ରିଭୁବନେ,
ସଞ୍ଚୟ କରିଥାଏ ଯାହା,
ଅନ୍ୟକୁ ଦେଇ ଯାଏ ତାହା,
ଯାହା ଅର୍ଜିଛ ଜୀବକାଳେ,
କିଛି ନ ନେବ ଗଲାବେଳେ।
”
287
More oriya quote from Kulamani Sarangi
Download StoryMirror App