STORYMIRROR
ଖୁସି ନମିଳେ...
ଖୁସି ନମିଳେ...
ଖୁସି ନମିଳେ...
“
ଖୁସି ନମିଳେ ବଜାରରେ,
କିଣିବା ପାଇଁ ସୁଜ୍ଞନରେ,
ନିଜ ଲୋକଙ୍କୁ ସଙ୍ଗେ ଧରି,
ବିଭିନ୍ନ ସ୍ଥାନ ବୁଲିକରି,
ଆନନ୍ଦ କରୁଥାଅ ମନ,
ଶାନ୍ତିରେ ବିତାଅ ଜୀବନ
”
269
More oriya quote from Kulamani Sarangi
Download StoryMirror App