STORYMIRROR

ହାରିଯିବି...

ହାରିଯିବି ପଛେ ଡରିବିନି ଜମା ଦେବି ଅନ୍ୟାୟ କୁ ଦୂରେଇ, ଆସୁ ଯେତେ ଝଡ ମାଟି ମାଆ ପାଇଁ ଦେବି ରକ୍ତ ସବୁ ବୁହେଇ, ଓଡ଼ିଶାର ଓଡ଼ିଆ ସନ୍ତାନ ମୁହିଁ ମରିଯିବି ମୁଣ୍ଡ ନଇଁବି ନାହିଁ। ପ୍ରଣତି ମହାପାତ୍ର ବାଲେଶ୍ବର

By Pranati Mahapatra
 279


More oriya quote from Pranati Mahapatra
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments