STORYMIRROR
ବିନା ଶ୍ରମରେ...
ବିନା ଶ୍ରମରେ...
ବିନା ଶ୍ରମରେ...
“
ବିନା ଶ୍ରମରେ ବେଳେବେଳେ,
ଭାଗ୍ୟରେ ଥିଲେ ଧନ ମିଳେ,
ରକ୍ଷଣ କ୍ଷମତା ନଥିଲେ,
ସେ ଧନ ଉଡିଯାଏ ହେଳେ।
ଶ୍ରମରୁ ଯେ ଧନ ମିଳଇ,
ସେହି ଧନଟି ଅଟେ ସ୍ଥାୟୀ।
ଆଳସ୍ୟ ତେଜି କର ଶ୍ରମ,
ତେଜ ଠକାମୀ, ଚୋରି କାମ।
”
349
More oriya quote from Kulamani Sarangi
Download StoryMirror App