Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

3  

Ranjan Kumar Brahma

Inspirational

ଯୋଗ

ଯୋଗ

1 min
178



ନିରୋଗ ଶରୀର ପ୍ରସନ୍ନ ମନ


ସୁସ୍ଥ ଜୀବନର ରାହାଟି ।



ସ୍ବାସ୍ଥ୍ୟଟି ଆମର ମୁଖ୍ୟ ସମ୍ପଦ 


ତାହାର ଯତନ ନିଅଟି ।



ରୋଗ ବ୍ୟାଧି ଜମା ନାହିଁ ଭୟ 


ଡାକ୍ତରୀ ଔଷଧ ଦୂରେଟି ।



ନିରୋଗ ଜୀବନ ବଞ୍ଚିବାପାଇଁ


ସବୁଦିନ ଯୋଗ କରଟି ।



ଯୋଗକଲେ ଭୋଗ ଆପେ ମିଳିବ 


ଦୁଃଖ କଷ୍ଟ ତିଳେ ନାହିଁଟି ।



ସୁଖ ଶାନ୍ତିରେ ଜୀବନ ସଜାଇ 


ଉନ୍ନତି ପଥରେ ବଢଟି ।



ଯୋଗ ଦିବସରେ ଶପଥ ନିଅ


ସର୍ବଦା ନିରୋଗ ରୁହଟି ।



ଯୋଗ ବଳରେ ଭାରତକୁ ଆମ 


ରୋଗମୁକ୍ତ ରାଷ୍ଟ୍ରେ ଗଢ଼ଟି ।



ପ୍ରାଚୀନ ମୁନିଙ୍କ ପ୍ରାଚୀନ ଶିକ୍ଷା 


ପୁରୁଣା ଜମାରୁ ନୁହେଁଟି ।



ଆମ ଜୀବନେ ସଦା ଆଵଶ୍ୟକ


ସାଦରେ ଗ୍ରହଣ କରଟି ।






Rate this content
Log in

Similar oriya poem from Inspirational