ତୁମକୁ ମୁଁ କେମିତି ଭୁଲିବି
ତୁମକୁ ମୁଁ କେମିତି ଭୁଲିବି


ଆଖି ଖୋଲିଲେ ତୁମ ଛବି
ଏବଂ ଆଖି ବୁଜିଲେ ବି।
କୁହ ପ୍ରେୟସୀ
ତୁମକୁ ମୁଁ କେମିତି ଭୁଲିବି ?
ତୁମକୁ ଭୁଲିବାକୁ,
କାନ୍ଦି କାନ୍ଦି
ଏ ଆଖିରେ ବି ଆଉ ଲୁହ ନାହିଁ !!
କୁହ ପ୍ରେୟସୀ
ତୁମକୁ ମୁଁ କେମିତି ଭୁଲିବି ??
ତୁମକୁ ଭୁଲିବାକୁ,
ଯେତେ ଚାହିଁଲେ ବି
ତୁମେ ବେଶୀ ମନେ ପଡୁଛ !!
କୁହ ପ୍ରେୟସୀ
ତୁମକୁ ମୁଁ କେମିତି ଭୁଲିବି ?
ତୁମକୁ ଭୁଲିବାକୁ,
ମଦ ପିଇଲେ ବି
ତୁମେ ମନେ ହିଁ ପଡୁଛ !!
କୁହ ପ୍ରେୟସୀ
ତୁମକୁ ମୁଁ କେମିତି ଭୁଲିବି ?