Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Manoj Maharana

Romance


2  

Manoj Maharana

Romance


ତୁମକୁ ମୁଁ କେମିତି ଭୁଲିବି

ତୁମକୁ ମୁଁ କେମିତି ଭୁଲିବି

1 min 2 1 min 2


                ଆଖି ଖୋଲିଲେ ତୁମ ଛବି

                ଏବଂ ଆଖି ବୁଜିଲେ ବି।

                କୁହ ପ୍ରେୟସୀ

                ତୁମକୁ ମୁଁ କେମିତି ଭୁଲିବି ?


ତୁମକୁ ଭୁଲିବାକୁ,

କାନ୍ଦି କାନ୍ଦି

ଏ ଆଖିରେ ବି ଆଉ ଲୁହ ନାହିଁ !!

କୁହ ପ୍ରେୟସୀ

ତୁମକୁ ମୁଁ କେମିତି ଭୁଲିବି ??

                  ତୁମକୁ ଭୁଲିବାକୁ,

                  ଯେତେ ଚାହିଁଲେ ବି

                  ତୁମେ ବେଶୀ ମନେ ପଡୁଛ !!

                  କୁହ ପ୍ରେୟସୀ

                  ତୁମକୁ ମୁଁ କେମିତି ଭୁଲିବି ?

ତୁମକୁ ଭୁଲିବାକୁ,

ମଦ ପିଇଲେ ବି 

ତୁମେ ମନେ ହିଁ ପଡୁଛ !!

କୁହ ପ୍ରେୟସୀ

ତୁମକୁ ମୁଁ କେମିତି ଭୁଲିବି ?



Rate this content
Log in

More oriya poem from Manoj Maharana

Similar oriya poem from Romance