ତୁମେ -ରୀତା ଅପରାଜିତା
ତୁମେ -ରୀତା ଅପରାଜିତା
ତୁମେ ଏବେ ପାଷାଣ ପରି ହୃଦୟ କଲଣି
ମୁଁ ମୋ ମନ କଥା କହିଦେଲେ ବି
ତୁମେ ମୋ ମନୋବେଦନl ବୁଝିପାରୁନ
ମୁଁ ଚୁପ ରହିଲେ କଣ ବୁଝିପାରିବ
ମୋ ନୀରବତା ର ଭାଷା
ତୁମେ ଏବେ ପାଷାଣ ପରି ହୃଦୟ କଲଣି
ମୁଁ ମୋ ମନ କଥା କହିଦେଲେ ବି
ତୁମେ ମୋ ମନୋବେଦନl ବୁଝିପାରୁନ
ମୁଁ ଚୁପ ରହିଲେ କଣ ବୁଝିପାରିବ
ମୋ ନୀରବତା ର ଭାଷା