Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Basanta Mishra

Romance

3  

Basanta Mishra

Romance

ତୁମେ ପୁଷ ସକାଳ

ତୁମେ ପୁଷ ସକାଳ

1 min
148



ତୁମେ ପଉଷ ସକାଳ

ନରମ ଖରା

ମୁଁ କାକର ହକଳା

କେଦାରେ ହୀରା।୦ା

ତୁମେ ଅଶିଣ ଆକାଶ ଦ୍ବିତୀୟା ଜହ୍ନ

ମୁଁ କୁମୁଦ ଲାଜରେ ବତୁରା ମନ

ତୁମେ ପାଗଳ ମଧୁପ

ମୁଁ କଳି ତୋରା।୧ା

ତୁମେ ପଉଷ ସକାଳ ..........।

ତୁମେ ମଧୁବନ କାହ୍ନା ବଇଁଶୀ ସୁର

ମୁଁ ଯମୁନା ପୁଳିନେ ରାଧା ନୂପୁର

ଏକ ପାଇଁ ଆନ ଆମେ

ମହୁଲି ସୁରା।୨ା

ତୁମେ ପଉଷ ସକାଳ ..........।


Rate this content
Log in

More oriya poem from Basanta Mishra

Similar oriya poem from Romance