Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sunanda Mohanty

Abstract

2  

Sunanda Mohanty

Abstract

ତୁମେ ଓ ମୁଁ

ତୁମେ ଓ ମୁଁ

1 min
26



ଶାମୁକା ଭିତରେ ମୋତି ତୁମେ ମୁଁ ଖୋଳପା ଶାମୁକା ଟିଏ ତୁମ ଇଙ୍ଗିତରେ ଯୁଆଡେ ଯାଏ ମୁଁ

ହସ୍ତଶିଳ୍ପ କେହି କୁହେ ତୁମେ ବିଭବ ତୁମେ

ବୈଭବ କରତାମୁଁ ତୁମ ପୁଲିରେ ବନ୍ଧା ପଡ଼ିଥାଏତୁମେ କସ୍ତୁରୀ ତୁମେ ତୁଳସୀ ମହକମୁଁ ଅଭିମାନୀ କାଦମ୍ବିନୀ ଝରାପତ୍ର ଟିଏତୁମେ ଓଁ ରେ ତୁମେ ଶଙ୍ଖ ମୂଳେମୁଁ ଚକ୍ରର ଛିଦ୍ର ଟିଏତୁମ ଶଙ୍ଖ ଚକ୍ର ଗଦା ପଦ୍ମ ଭିତରେମୁଁ ସ୍ବସ୍ତି ସ୍ବସ୍ତି ଗାଉଥାଏତୁମେ ମଣି ମୁକ୍ତା ମୋତିର ମାଣିକ ପସରାମୁଁ ଶକ୍ତି ନହେଲେ ବି ତୁମ ଇଚ୍ଛା ପାଳୁଥାଏତୁମେ ଚଲାପଥ ସାଗରର ଉର୍ମିମୁଁ ଶିତଳତା ଖାଲି ଚାହେଁଝରା ଶେଫାଳୀ ମୁଁ ତୁମକୁ ଦେଖିବାକୁଥରେ ମାତ୍ର ଖାଲି ଚାହେଁନୀଳଚକ୍ର ତୁମ ହାତ ଠାରି କହେଭକ୍ତି ଭାବ ରଖେ ଯିଏକୋଳେଇ ନିଅନ୍ତି ଭାବର ବନ୍ଧନେ ଶେଷରେଜାଣିବ କେମିତି କିଏ??



Rate this content
Log in