Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ମହାଗାଲୁଆ ସନୁ

Romance

2  

ମହାଗାଲୁଆ ସନୁ

Romance

ତୁମେ ମୋର

ତୁମେ ମୋର

1 min
93


ମନ ମୋର ଚୋରି କରି ଥିଲ 

ଆଜି ଚୋରେଇଲ ଯୌବନ

ସବୁ ଆଜି ତୁମ ଆଗେ

କଲି ସମର୍ପଣ

ତୁମେ ମୋ ଜୀବନ

ତୁମେ ମୋ ଦେବତା

ତୁମଠୁ ଆରମ୍ଭ

ତୁମ ଠି ଏ ଜୀବ ସାଇତା

ଅନେକ ଦହନ ପରେ

ତୁମକୁ ପାଇଛି

ଭଗବାନ ଜାଣନ୍ତି

କେତେ ତୁମକୁ ମୁଁ ଖୋଜିଛି 

ଯୌବନର ଚଢେଇ ଆଜି

ଉଡେ ଡେଣା ଝାଡ଼ି

ଖୁସି ତୁମର ହେଇଛି

ସବୁ କେହି ଦେଇଛି ଅଜାଡି 

ସଜାଡି ରଖିଥିବା ସବୁ ସ୍ବପ୍ନ

ତୁମ ଠାରେ ପୁରା ହେବ

ତୁମ ହାତେ ହାତ

ପୁଣି ଛାତିରେ ମୋ ନିଦ ପୁରା ହେବ

ଏତିକି କହୁଛି ଛାଡି ଯିବନି ମୋତେ ଏକା

ଦିବା ସ୍ୱପ୍ନରେ ବି ଭାବିନି କେବେ

ପାଇବାକୁ ଧୋକା ।


Rate this content
Log in

Similar oriya poem from Romance