Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Romance drama fantasy

3  

Chandrakanta Jena

Romance drama fantasy

ତୁମେ ମୋ କବିତା

ତୁମେ ମୋ କବିତା

1 min
257


ସ୍ବପ୍ନ ତୁମେ ନିଝୁମ୍ ରାତିର

ତୃଷ୍ନା ତୁମେ କାଳ ବୈଶାଖର        !

ମୋତି ତୁମେ କାକର ବିନ୍ଦୁର

ଲିପି ତୁମେ ଜୀବନ ସୃଷ୍ଟିର       !!

ଆଶା ତୁମେ ଅବୁଝା ମନର

ଭାଷା ତୁମେ ପ୍ରିତି କବିତାର          !

ମାୟା ତୁମେ ଜୀବନମଞ୍ଚର

ରାହା ତୁମେ ନିଜ ପ୍ରତୀକ୍ଷାର !!

ଶିଖା ତୁମେ କ୍ଷୁଦ୍ର ଦୀପିକାର

ଜ୍ୟୋତି ତୁମେ ଅନ୍ଧାର ରାତିର     !

ଗତି ତୁମେ ଧିର ପବନର

କ୍ଲାନ୍ତି ତୁମେ ନିର୍ଜନ ପଥର !!

ନିଶା ତୁମେ ପ୍ରିତି ମଦିରାର

ଜ୍ଯାଳା ତୁମେ କାମନା ବାସର !!

ଶ୍ଯାସ ତମେ ପ୍ରତିଟି କ୍ଷଣର

ପ୍ରେମ ତୁମେ ପ୍ରାଣ କବିତାର  !!



Rate this content
Log in

Similar oriya poem from Romance