Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Classics

3  

Krishna Mishra

Classics

"ତୁମେ ଆଉ ଆସନା..."

"ତୁମେ ଆଉ ଆସନା..."

1 min
226



     ତୁମେ ଥାଅ ମୋ ସ୍ମୃତି ଫରୁଆ ରେ,       ଆଉ ଆସନା ମୋ ସ୍ବପ୍ନ ରେ......  ମୁଁ ଯେ ରହିଛି ମୋ ନିଜ ଲୋକଙ୍କ ଗହଣରେ।   ଆଜି ବି ଏମିତି ଅନେକ ମୁହୂର୍ତ୍ତ,        ଚେତନା ଜାଲରେ ଛନ୍ଦି ହୋଇ ରହିଛି   ଏକାନ୍ତ ରେ ଆମେ ଗଢିଥିଲେ ଇନ୍ଦ୍ରଧନୁ,      ଅନେକ ରଙ୍ଗରେ ରଙ୍ଗେଇ...   ଆଶାର ସୂକ୍ଷ୍ମ ସୂତାରେ ଗୁନ୍ଥିଥିଲେ ସୁଖର ପୁଷ୍ପ        ଆଉ ସଜେଇ ଥିଲେ, ଆଖିଏ ସ୍ବପ୍ନ...    ବାଜି ଉଠିଥିଲା ଋଣୁ ଝୁଣୁ ଗୀତର ନୂପୁର    ପୁଣି ଗୁଣୁ ଗୁଣୁ ମନର କଥା,   ଖିଲି ଖିଲି ହସର ମୁହୂର୍ତ୍ତ, ଲୁହ ଭିଜା ସେ ରାତି      ମହୁଲି ନିଶାର ସନ୍ଧ୍ୟା, ସବୁ ଵୁହାଇ ଦେବି ଆଜି ମୋ ଉଷ୍ଣ ଲୁହ ଧାରେ...   ସାଇତି ଦେବ ତା'କୁ ମୋତି ଗହଣା ରେପଠାଇବ ମେଘର ଦେଶକୁ, ବାଦଲ ରୂପରେ ...ତୁମେ ଆଉ ଆସନା ମୋ ସ୍ବପ୍ନ ରେ, ଥାଅ ତୁମେ ସ୍ମୃତି ଫରୁଆ ରେ.......      


Rate this content
Log in

Similar oriya poem from Classics