Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଦୀପଙ୍କର ଦାସ

Romance Tragedy

3  

ଦୀପଙ୍କର ଦାସ

Romance Tragedy

ତୁମେ ଆସିଥିଲ ବୋଧହୁଏ

ତୁମେ ଆସିଥିଲ ବୋଧହୁଏ

1 min
341


ରାତିର ନିସ୍ତବ୍ଧତାକୁ ଚିରି

ଭିଜା ମାଟିର ବାସ୍ନାରେ

ମେଘୁଆ ଆକାଶକୁ ନେଇ ଶୀତର ତୃଷ୍ଣାରେ

ତୁମେ ଆସିଥିଲ ବୋଧହୁଏ।

ତୁମେ ଆସିଥିଲ ନହେଲେ

ସକାଳୁ ଉଠି ମୁଁ ଦେଖେ ତ

ମୋ ଚାଦରରେ ତୁମ ଅତରର ବାସ୍ନା

ତେଣୁ ଲାଗେ ତୁମେ ଆସିଥିଲ ଵୋଧହୁଏ

ତମେ ନ ଆସିଥିଲେ

ମୋର ଅସଜଡା ବାଳ ସବୁ ସଜାଡ଼ିଲା କିଏ???

ଦୀର୍ଘ ପ୍ରତୀକ୍ଷାର ଅନ୍ତ କଲା କିଏ?? 

ଦୀର୍ଘ ପ୍ରଶ୍ନର ଉତ୍ତର ଦେଲା କିଏ???

ଏ ବିରହର ଯନ୍ତ୍ରଣା ଲାଘବ କଲା କିଏ???

ତେଣୁ ଲାଗେ ତୁମେ ଆସିଥିଲ ବୋଧହୁଏ...



Rate this content
Log in

Similar oriya poem from Romance