ତୁମ ପାଇଁ ମୁଁ
ତୁମ ପାଇଁ ମୁଁ


ମୋର ହୃଦୟ ଖୋଯେ ତୁମକୁ,
ମୋର ନିଃଶ୍ୱାସ ଖୋଜେ ତୁମକୁ।।
ନୀତି ତୁମ ପ୍ରେମ ର ସ୍ପର୍ଶ ପାଇବା
ପାଇଁ ମୁଁ ବ୍ୟାକୁଳ ହୁଏ ।।
ତୁମ ର ସେ ଓଠର ହସ ମୋତେ
ନୀତି ମନେ ପକାଏ।।
ପ୍ରଥମ ଦେଖାରେ ମୁ ତୁମକୁ ଦେଇ ଦେଲି ମନ
ଲୋଡ଼ା ନାହିଁ ତୁମ ବିନା କିଛି ତୁମେ
ମୋର ଜୀଵନ ଧନ।।
କେମିତି ଏ ତୁମ ପ୍ରେମ ର ନିଶା
ତୁମକୁ ଭଲ ପାଇବା ପରେ ତୁମକୁ
ସବୁ ଦିନ ଦେଖିବାକୁ କରି ଦେଇଛି ପେଶା।।
ଝିପି ଝିପି ସେଇ ବର୍ଷା ରେ ତୁମେ
ଭିଜେଇ ଥିଲ ମୋତେ।।
ସେଇ ବର୍ଷା ମୋ ପ୍ରେମ ର କାହାଣୀ
କରି ଦେଇ ଥିଲା ସୁନ୍ଦର କେତେ।।
ହାତରେ ଧରି ଗୋଲାପ ଫୁଲ,
ତୁମକୁ ଯେବେ ଦେଲି ବୁଝିଗଲ
ମୋ ପ୍ରେମ ର ମୁଲ।।
ଆକାଶ ର ଜହ୍ନ ପରି ତୁମ ଦୁଇ ଆଖି।।
p>
ହୃଦୟ ର ସବୁ କଥା କହି ଦିଏ ମୋତେ ଦେଖି।।
ଜୀବନ ରେ ପାଇଛି ଏମିତି ବନ୍ଧୁ ଜଣେ।।
ଛାଡି ବନି କେବେ ମୋ ହାତ ତୁମେ କେବଳ ମୋର ମୁ ଏତିକି ଜାଣେ।।
ରାତି ହେଲେ ଦିଶେ ତୁମ ଚେହେରା,
ସାରା ଜିବନ ଖୋଜେ ତୁମ ସାହାରା।।
ଯେଉଁ ଦିନ ତୁମ ହାତ ମୋ ହାତରେ ଆସିବ ।।
ଆମ ପ୍ରେମ ର କାହାଣୀ ଏ ସାରା ଦୁନିଆ ଦେଖିବ।।
ତୁମେ ମୋ ରାଣୀ ମୁ ତୁମ ରାଜା,
ତୁମକୁ ରଖି ଦେବୀ ସାରା ଜୀବନ ମୋ
ହୃଦୟ ମନ୍ଦିରେ କରୁଥିବୀ ପୂଜା।।
କେତେ ଭଲ ପାଏ କେମିତି କହିବି
ହୃଦୟ ର ସେଇ ଭାବନା କାହାକୁ ଦେଖେଇବି।।
ତୁମେ ତ ମୋର ସବୁ କିଛି ,ତୁମ ବିନା
କିଛି ଆଉ ଭଲ ଲାଗୁନି।।
ସେଇ ପ୍ରଥମ ଛୁଆଁ ଭାରି ମନେ ପଡୁଛି
ମୋ ପ୍ରେମ ର ସେଇ ଗଛମୂଳେ ତୁମକୁ ବସେଇଛି।।