Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Action Fantasy Others

4.0  

Tankadhar Majhi

Action Fantasy Others

ତୁ ମୋର ପରୀଟିଏ

ତୁ ମୋର ପରୀଟିଏ

1 min
116


ତୁ ମୋର ପରୀଟିଏ


ତୁ ମୋର ପରୀଟିଏ

ଛୋଟ କୁଡ଼ିଆରେ ନାରୀଟିଏ

ତୁ ମୋ ଶାନ୍ତ ପରିବାରର ମାଆଟିଏ

ତୁ ମୋ ସୁରିଲା ସଂଗୀତର ଶାରୀଟିଏ

ତୁ ସପନରେ ନୁହେଁ ବାସ୍ତବ ରାଜକନ୍ୟାଟିଏ ।


ତୁ ମୋର ପରୀଟିଏ

ଏ ସଂସାର ଯାହା କହୁ ପଛେ

ତୁ ମୋ ସଜେଇ ସକାଳର ବୁକୁଫୁଟା ହସଟିଏ ।


Rate this content
Log in