Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Inspirational

2  

Ram Prasad Bisoi

Inspirational

ତୁ ମଲା ପରେ କିଏ,କାନ୍ଦିବ

ତୁ ମଲା ପରେ କିଏ,କାନ୍ଦିବ

1 min
7.0K


ତୁ ମଲା ପରେ କିଏ,କାନ୍ଦିବ......

ବାଟ ଚାଲୁଚାଲୁ

ଆସିଗଲି,ଅନେକ ଦୂର,

ମନ କହିଲା ଥରେ

ପଛକୁ ଫେରିଚାହଁ...............

ଦେଖାଗଲା...... କିଛି ଛାଇ,

ଆଉ କିଛି...... ଅଚିହ୍ମା ମୁହଁ,

କେଉଁଠୁ ଭାସିଆସିଲା କିଛି ଶଦ୍ଦ,

କିଏ କହିଲା, ବୋଧେ ଛାଇ,

ତମରି ଆବଶ୍ୟକତା ଆଉ ନାହିଁ,

ତମର ଯାହାଅଛି ସବୁ ମୋର,

ତମେ ମୋ ପାଇିଁ କରିଲ କଣ ?

ଅଚିହ୍ମା ମୁହଁ ସବୁ କହିଲେ,

ଆମେ ଚାଲିଛୁ ତମ ସହ,

ବିବେକ ହସି କହିଲା.............

ଯେତେଦିନ ତୁ ପାରିଛୁ ଚାଲି,

ତୁ ଆଗକୁ ଚାଲ,

ବାଛି ଯେତେ କଣ୍ଠା,ପଥର,

ଆଉ ଜଣେ ବସିଛି,

ରଖି ତୋ ହିସାବ,

ତୁ""ମଲାପରେ କିଏ? କାନ୍ଦିବ'' ।

ରାମ ବିଷୋଇ,କାଶ୍ୟପ,


Rate this content
Log in

Similar oriya poem from Inspirational