Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini DashSarangi

Others

3  

Tapaswini DashSarangi

Others

ଟିକିଏ ଖୁସି

ଟିକିଏ ଖୁସି

1 min
230


ଜୀବନକୁ ଖୁସିର ମାନେ ପଚାରିବାରୁ

ଜୀବନ କାନେ ଚୁପି କହିଗଲା

ଅନ୍ୟର ଖୁସିରେ ନିଜ ଖୁସି ଖୋଜ

ଆଉ ସେତେବେଳେ ଦେଖେ ତ

 ଅନ୍ୟମାନେ ମୋ ଭିତରେ

 ଦୋଷ ଦୁର୍ବଳତା ଦେଖୁଥିଲେ।

ମୁଁ ଭାବିନେଲି ହୁଏତ ମୋ ଖୁଣକୁ

ସଜେଇ ଦେଲେ ଅନ୍ୟ ମାନେ

ଖୁସି ହୋଇଯିବେ।

ଆଉ ମୁଁ ଜୀବନର କଥା ଭୁଲି ଯାଇ

ନିଜକୁ ସଜାଡ଼ିବାକୁ ଯାଇ ଦେଖେ ତ

ଜୀବନ ହିଁ ସରି ଯାଇଛି।

ନାଁ ପାଇଲି ଟିକିଏ ଖୁସି

ନାଁ ପାଇଲି ନିଜର ଅସ୍ତିତ୍ଵ।



Rate this content
Log in