Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Tapaswini DashSarangi

Others


3  

Tapaswini DashSarangi

Others


ଟିକିଏ ଖୁସି

ଟିକିଏ ଖୁସି

1 min 219 1 min 219

ଜୀବନକୁ ଖୁସିର ମାନେ ପଚାରିବାରୁ

ଜୀବନ କାନେ ଚୁପି କହିଗଲା

ଅନ୍ୟର ଖୁସିରେ ନିଜ ଖୁସି ଖୋଜ

ଆଉ ସେତେବେଳେ ଦେଖେ ତ

 ଅନ୍ୟମାନେ ମୋ ଭିତରେ

 ଦୋଷ ଦୁର୍ବଳତା ଦେଖୁଥିଲେ।

ମୁଁ ଭାବିନେଲି ହୁଏତ ମୋ ଖୁଣକୁ

ସଜେଇ ଦେଲେ ଅନ୍ୟ ମାନେ

ଖୁସି ହୋଇଯିବେ।

ଆଉ ମୁଁ ଜୀବନର କଥା ଭୁଲି ଯାଇ

ନିଜକୁ ସଜାଡ଼ିବାକୁ ଯାଇ ଦେଖେ ତ

ଜୀବନ ହିଁ ସରି ଯାଇଛି।

ନାଁ ପାଇଲି ଟିକିଏ ଖୁସି

ନାଁ ପାଇଲି ନିଜର ଅସ୍ତିତ୍ଵ।



Rate this content
Log in