Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Tragedy

3.5  

Priyadarsini Das.

Tragedy

ତରୁଣ

ତରୁଣ

1 min
91


ମନର ଅବସ୍ଥା ଭାରି ଅମାନିଆ ,

ପାଦ ଚଞ୍ଚଳ ,

ମନ ବି ଭାରି ଚଞ୍ଚଳ ,

ପୁରା ଅମାନିଆ ,

ମାନେନି କାହା କଥା ....।


ହୃଦୟରେ ଆବେଗ ହର୍ ଦମ୍ ଉଙ୍କିମାରେ ,

କିଛି ନୂଆକୁ ଅନୁଭବ ବେଶ୍ ଭଲ ରେ ବି ଜାଣି ହୁଏ .....


ତଥାପି ଟଳ ମଳ ଥାଏ ପାଦ...

କିଛି ଆଶା ରେ 

ଆଉ କିଛି ଉନ୍ମାଦନା ରେ ....


Rate this content
Log in

Similar oriya poem from Tragedy