Priyadarsini Das.

Tragedy


3.5  

Priyadarsini Das.

Tragedy


ତରୁଣ

ତରୁଣ

1 min 77 1 min 77

ମନର ଅବସ୍ଥା ଭାରି ଅମାନିଆ ,

ପାଦ ଚଞ୍ଚଳ ,

ମନ ବି ଭାରି ଚଞ୍ଚଳ ,

ପୁରା ଅମାନିଆ ,

ମାନେନି କାହା କଥା ....।


ହୃଦୟରେ ଆବେଗ ହର୍ ଦମ୍ ଉଙ୍କିମାରେ ,

କିଛି ନୂଆକୁ ଅନୁଭବ ବେଶ୍ ଭଲ ରେ ବି ଜାଣି ହୁଏ .....


ତଥାପି ଟଳ ମଳ ଥାଏ ପାଦ...

କିଛି ଆଶା ରେ 

ଆଉ କିଛି ଉନ୍ମାଦନା ରେ ....


Rate this content
Log in

More oriya poem from Priyadarsini Das.

Similar oriya poem from Tragedy