Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Manaswini Dash

Inspirational


3  

Manaswini Dash

Inspirational


ତରୁଣ

ତରୁଣ

1 min 145 1 min 145

ସମାଜ ପ୍ରତେକ ମୁହୂର୍ତ୍ତରେ ଜାଳେ ସ୍ୱପ୍ନର ବହ୍ନି 

ନିତି ଉଦୟ କରେ ଉନ୍ମାଦନାରେ ଭରା ନୂତନ ଦିବସ 

ସର୍ବତ୍ର ରଚିବାକୁ ପ୍ରୟାସ କରେ ପ୍ରଗତିର ଅଗ୍ନି 

କାରଣ ତା କୋଳେ ଉଙ୍କିମାରେ ତରୁଣର ହସ ||

ନୂତନ ଯୁଗର ନବ ସ୍ପୃହାରେ ଭରା ସକ୍ରିୟ ତରୁଣ 

ତୁମ ମସ୍ତକେ ଲଦା ଭବିଷ୍ୟତ ପୁଣି ପ୍ରଗତିର ନୂଆ ଭାର 

ଜାଗ୍ରତ କରି ସମସ୍ତ ଶକ୍ତି ନିଅ ଆଜି ଦୃଢ ପଣ 

ଆଗେଇ ଯିବ ଚୁର୍ଣ୍ଣ କରି ବାଧା ଆଉ ଭୁଲିଯାଇ ସବୁ ଡର ||



Rate this content
Log in

More oriya poem from Manaswini Dash

Similar oriya poem from Inspirational