Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Classics Inspirational

3  

Bhagirathi Mohanty

Abstract Classics Inspirational

ତୋତେ ଯିଏ ଗଢିଲା

ତୋତେ ଯିଏ ଗଢିଲା

1 min
238



ତୋତେ ଯିଏ ଗଢିଲା,

ହାତ ଗୋଡ଼ ଭୁଲିଲା ।

ଯିଏ ଚକ୍ଷୁ ଆଙ୍କିଲା,

ଚକା ଆଖି ସେ କଲା ।

ଯିଏ ରଙ୍ଗ ମାରିଲା,

କଲା ତ୍ରିପଣ୍ଡ କଳା ।

ଯେ ପାଟି ତିଆରିଲା,

ଦାନ୍ତ କାଇଁ ନ ଦେଲା ।

ଓଠ ଯିଏ କରିଲା,

ହସ କାଇଁ ନଦେଲା ।

ଯିଏ ଅଧା ଗଢିଲା,

ସ୍ତ୍ରୀ ବୁଦ୍ଧିରେ ଗଲା ।

ଏହା ଗୂଢ ରହସ୍ୟ,

ବୁଝେ ତାହାରି ଶିଷ୍ୟ।

ଯିଏ ସ୍ବୟଂ ସଂପୂର୍ଣ୍ଣ 

ଅନ୍ତରେ ତା' ଆସନ।

ଭାବ କୁ ସେ ନିକଟ, 

ଅଭାବ କୁ ଅଭେଟ।

ଯିଏ ଜପେ ତା' ନାମ, 

ଯାଏ ଅମର ନାମ ।



Rate this content
Log in

Similar oriya poem from Abstract