Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Prativa manna

Classics

5.0  

Dr.Prativa manna

Classics

ତମ ପାଇଁ

ତମ ପାଇଁ

1 min
299


ହସରେ ଦୁଃଖରେ

ସୁଖରେ ପ୍ରିତୀରେ

ସାଥୀ ହୋଇ କଟୁଥିଲେ

ଭାସି ବୁଲୁଥିଲେ ଦିନେ

ସ୍ବପ୍ନର ସାଗରେ

ହସିବାକୁ ସାଥେ

କେହି ନାହିଁ

ସ୍ବପ୍ନ ଦେଖିବାକୁ

ରାତି କାହିଁ

ଦିନରାତି କଟି ଯାଏ ତମ

ସ୍ମୃତିରେ

ଫେରିବାକୁ ଇଚ୍ଛା

ଥାଇ ଫେରିପାରେନା

ଭୁଲି ବି ଭୁଲି ପାରେନା

କେମିତି କହିବି

ତମ ବିନା ବଞ୍ଚି ପାରେନା


ସୁଖରେ ହଉ

ଦୁଃଖରେ ହଉ

ସବୁଥିରେ ମୋ ସାଥେ ଥିଲ

କଥା ଦେଇ

ଛଳନାରେ ଭୁଲିଗଲ



Rate this content
Log in

Similar oriya poem from Classics