STORYMIRROR

BULU BEHERA

Abstract Children

3  

BULU BEHERA

Abstract Children

ତେର "କ ' ପଣକିଆ ଗୀତ

ତେର "କ ' ପଣକିଆ ଗୀତ

1 min
271



ତେର   ଏକେ  ତେର,

ଜାତୀୟ  ପକ୍ଷୀ  ମୟୂର  l


ତେର  ଦୁଗୁଣେ  ଛବିଶି,

ଆମର  ନୃତ୍ୟ  ଓଡିଶୀ  l


ତେର  ତିରିକି  ଅଣାଚଳସୀ,

ଆମେ  ସବୁ  ଓଡିଶାବାସୀ l


ତେର  ଚଉକୁ   ବାବନ,

ଜାତୀୟ  ସଂଗୀତ  ଜନ -ଗଣ - ମନ  l


ତେର  ପଞ୍ଚା  ପଞ୍ଚ ଷଠି,

ଅହିଂସା  ଆମ  ଜାତୀୟ  ନୀତି l


ତେର  ଷୋକୋ

  ଅଠସ୍ତରୀ,

ଜାତୀୟ  ପଶୁ  ବାଘ  ଆମରି  l


ତେର  ସତା  ଏକାନବେ,

ଗାନ୍ଧିଜୀ ଜାତୀୟ  ପିତା   l


ତେର  ଅଷ୍ଟା  ଶହେ  ଚାରି

ରାଜଧାନୀ  ଏକାମ୍ର  ନଗରୀ  l


ତେର  ନୂଆଁ  ଶହେ  ସତର,

ଜାତୀୟ  ଖେଳ  ହକି  ଆମର  l


ତେର  ଦଶା  ଶହେ ତିରଶି,

ତ୍ରିରଙ୍ଗା  ପତାକା  ପ୍ରିୟ  ବେଶୀ  l



Rate this content
Log in