Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ସୁନାବେଶ

ସୁନାବେଶ

1 min
198


ସୁବର୍ଣ୍ଣ ବେଶେ ମନୋଜ୍ଞ ମନୋହର

ଦିଶୁଛନ୍ତି ଆମ ମଣିମା,

ପରିପାର୍ଶ୍ୱରେ ଆଚ୍ଛନ୍ନ କରୁଛନ୍ତି

ଅଲୌକିକ ଅପୂର୍ବ ଅରୁଣିମା,

ଅତ୍ୟନ୍ତ ଆକର୍ଷଣକାରୀ

ଏହି ଅବର୍ଣ୍ଣନୀୟ କାନ୍ତିପ୍ରଦ ସୁନ୍ଦରିମା,

ଶ୍ରୀକାନ୍ତଙ୍କ ଔଜ୍ଜଲ୍ୟରୁ ଇହଲୋକବାସୀ

ଭୁଲି ଯାଆନ୍ତି ପୂର୍ଣ୍ଣିମା,

ଏ ଅନଙ୍ଗ ଅଭିଭୂତ ଅବିଭକ୍ତ ହୁଏ

ଦେଖି ମହାବାହୁଙ୍କ ମହିମା ।


ସ୍ୱର୍ଣ୍ଣାଭରଣ ଧାରଣ ଦ୍ୱାରା ରମଣୀୟ

ଦିଶୁଛନ୍ତି ଶ୍ରୀମନ୍ତ ଶ୍ରୀରମଣ,

ଚକାନୟନ କଳାକାଞ୍ଚନ ପ୍ରସାରିତ କରିଲେ

ତରୁଣ ଅରୁଣ କିରଣ,

କମନୀୟ ଶୋଭନୀୟ ଲାଗୁଛନ୍ତି

ଶ୍ରୀନାଥଙ୍କ ଶୁଭଙ୍କର ଶ୍ରୀଚରଣ,

ଅନବରତ ଚାହୁଁଛୁ ସୁନାବେଶର

ଧାରାବର୍ଷଣ ସମ ଧାରାବିବରଣ,

ନତମସ୍ତକ ହୋଇ ଯାଚନା କରୁଛୁ

ଶ୍ରୀକରଙ୍କ ଶ୍ରୀପୟରରେ ଶରଣ ।


Rate this content
Log in

Similar oriya poem from Abstract