Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance Inspirational

3  

ପ୍ରଶାନ୍ତ କୁମାର ବେହେରା

Romance Inspirational

ସ୍ତୁତି

ସ୍ତୁତି

1 min
225


ତୁମକୁ ଝୁରୁଛି

    ଶୟନେ ସ୍ୱପନେ

        ଜାଗରଣେ ସୁଷୁପ୍ତିରେ


ତୁମକୁ ଝୁରୁଛି

    ନିର୍ଜନେ ବିଜନେ

       ମନ ଗହନର ପୁଳିନରେ


ତୁମେ ଝଳିଉଠ 

    ଚନ୍ଦ୍ରମଣ୍ତଳରେ 

       ତାରାପୁଞ୍ଜେ ଧରାକୁଞ୍ଜେ


ତୁମେ ଝଳିଉଠ

    ନୟନ ଧାରରେ

        ମୋ ହୃଦ ବେଳାଭୂମି ରଜେ


ତୁମେ ମୋ ପାଇଁ

    ନିତ୍ୟ ସନାତନୀ

        କାମରୂପା ମହାମାୟା


ତୁମ କରୁଣା

   ପାଇଁ ଗୋ 

      ସ୍ତୁତି ବାଢିଦେଲି


ତୁମେ ମୋର

    ଶାଶ୍ୱତ 

       ଜୀବନ ରାହା l



Rate this content
Log in

Similar oriya poem from Romance