Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ghanashyam Biswal

Abstract

2  

Ghanashyam Biswal

Abstract

ସତକଥା

ସତକଥା

1 min
122


ନିଜପାଇଁ ନିଜକଥା ତ

ସମସ୍ତେ ଭାବନ୍ତି

ପର ସେବା ପାଇଁ ଏଠି

କେତେ ବା ଅଛନ୍ତି


ସ୍ୱାର୍ଥପାଇଁ ଏମାନେ ତ

ମଣିଷ ମାରନ୍ତି

ଦୋଷ କରି ନିରୀହକୁ

ସଜା ବି ଦିଅନ୍ତି


କାମ ଥିଲେ ପାଦତଳ

ଅଇଁଠା ଚାଟିବେ

କାମ ସରିଗଲେ ପୁଣି

ଅଚିହ୍ନା ହୋଇବେ


Rate this content
Log in