Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanti Hotta

Others

2  

Sukanti Hotta

Others

ସୃଷ୍ଟିସୁଧା

ସୃଷ୍ଟିସୁଧା

1 min
141


ସୃଷ୍ଟି ତୁମର ସୁଧାଭି ତୁମର


ହେ ବ୍ରହ୍ମାଣ୍ଡ ଈଶ୍ୱର


ଅଜ୍ଞାନ ଅନ୍ଧାରେ ଆମେ ଡୁବିଅଛୁ


ଦିଅ କିରଣ ଜ୍ଞାନର ll


ତୁମରି ଆଦେଶେ ସଂସାର ଚାଲୁଛି


ବିଚିତ୍ର ରଚନା ତୁମ


ଅମୃତର ଗଙ୍ଗା ବୁହାଇ ଦିଅହେ


ତୁମେ ସତ୍ୟ ଶିବ ସୌମ୍ୟ ll


ଆମ ଚଲାପଥ କଣ୍ଟକିତ ପୂର୍ଣ୍ଣ


ଆତ୍ମ ଗରବରେ ଭରା


ହେ ବ୍ରହ୍ମାଣ୍ଡ ପତି ପୀୟୂଷ ବରଷି


ସୁନ୍ଦର କରାଅ ଧରା ll


କୋଣେ ଅନୁକୋଣେ ତୁମର ଅସ୍ତିତ୍ବ


ଦେଖି ପାରୁନାହୁଁ ଆମେ ଜ୍ଞାନର


ଆଲୋକ ବରଷି ଦେଇଣ ସୁଧା ବରଷିବ ତୁମେ ll


ସୁକାନ୍ତି ହୋତା

ତାଳଚେର 7008819476


Rate this content
Log in