Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Others

2  

Prabhanjana Tripathy

Others

ସୃଷ୍ଟି

ସୃଷ୍ଟି

1 min
255


ବଞ୍ଚିବା ଆଳରେ କେଜାଣି କାହିଁକି  

ଏଇମିତି ଗୁଡ଼ାଏ ଚିନ୍ତନ  

ଉଦୀତ ଉତାପ ଅସ୍ତ ସୁରୁଜ  

ପ୍ରାୟ ଏକତ୍ର ସମାନ  

ବିହଙ୍ଗ ଛାଡଇ ନିଡକୁ ଉଦୟେ  

ଅସ୍ତେ ଫେରଇ ନିଡ଼େ  

ଏହିତ ପାର୍ଥକ୍ୟ  ସୁଷ୍ଟି ନିୟମେ  

କାଳ କଣ୍ଟକ ଗଡେ  

ଈଶ୍ୱର ସୃଷ୍ଟି ନିୟମ ନିଷ୍ଠା  

ଵିରୁଦ୍ଧ ବିଚାର ବୋହି  

କେ କାହାସମ ସଦୃଶ୍ୟ ନହି  

ଏକାଙ୍ଗେ ସୃଷ୍ଟିଛି ବିହୀ  

ପର ଚରିତ୍ର ର ପ୍ରୟାଗ୍ ଆଭା  

ଯଦିକେହି ଅନୁସରେ  

ଦିଅହେ ତାକୁ ସତ ଶ୍ରୀଙ୍ଗାର  

ଉନ୍ମାଦ ଭରି ଶରୀରେ  

ଅପୁରନ୍ତା ଥିବା ଅର୍ଧସଂସ୍କାରରେ  

ସଂସ୍କୃତି ଦିଅ ଝାରି  

ଗର୍ବିତ ହେଉ ନବ ହୃଦୟ  

ହେଉ ହେ ତୁମରି ପରି   

ହେଉ ହେ ତୁମରି ପରି   



Rate this content
Log in