Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ସପ୍ତମ ନବରାତ୍ରୀ

ସପ୍ତମ ନବରାତ୍ରୀ

1 min
111


ସପ୍ତମ ଦିବସେ କାଳରାତ୍ରୀ ଆସେ

ମହାକାଳୀ ହୋଇ ଭୈରବୀ ପ୍ରକାଶେ

ଅସୁରୀ ଶକ୍ତିର ବିନାଶ ବିତତେ

ଦୂର୍ଗା ଚଣ୍ଡୀ ରୂପ ରୂଦ୍ରାଣୀ ମରତେ

କାଳ ରୂପୀ ହୋଇ କାଳୀ ଭଦ୍ରକାଳୀ

ଶୁଭଙ୍କରୀ ମାତା ହୁଅନ୍ତି ବୈଶାଳୀ

ଗର୍ଦଭ ବାହାନେ ବିରାଜିତା ମାତା

ସପ୍ତମ ଦିବସେ ସେ କାଳ ସ୍ୱରୂପା ।


Rate this content
Log in