The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Liza Senapati

Others

3  

Liza Senapati

Others

ସ୍ପର୍ଶ

ସ୍ପର୍ଶ

1 min
232


ଦୂରଦୂରାନ୍ତରୁ ନଈ ଯାଏ ବହି,

ସାଗରୁ ଛୁଇଁ ଯିବା ପାଇଁ।

ବିଦେଶରୁ ଫେରେ ସନ୍ତାନ,

ମାଟି ମା'ର ସ୍ପର୍ଶ ପାଇଁ।

କବି ଧରେ କଲମକୁ,

ମାତୃଭାଷା ସ୍ପର୍ଶ ପାଇଁ।

ସାଗର ଧୂଏ ମାର ପାଦ।

ବାର ବାର କରେ ଚରଣ ସ୍ପର୍ଶ।

ସ୍ପର୍ଶ ନୁହେଁ ଶଦ୍ଦ ଏକ,

ଆତ୍ମତୃପ୍ତି ହୃଦୟର।


Rate this content
Log in