ସ୍ପର୍ଶ
ସ୍ପର୍ଶ
1 min
237
ଦୂରଦୂରାନ୍ତରୁ ନଈ ଯାଏ ବହି,
ସାଗରୁ ଛୁଇଁ ଯିବା ପାଇଁ।
ବିଦେଶରୁ ଫେରେ ସନ୍ତାନ,
ମାଟି ମା'ର ସ୍ପର୍ଶ ପାଇଁ।
କବି ଧରେ କଲମକୁ,
ମାତୃଭାଷା ସ୍ପର୍ଶ ପାଇଁ।
ସାଗର ଧୂଏ ମାର ପାଦ।
ବାର ବାର କରେ ଚରଣ ସ୍ପର୍ଶ।
ସ୍ପର୍ଶ ନୁହେଁ ଶଦ୍ଦ ଏକ,
ଆତ୍ମତୃପ୍ତି ହୃଦୟର।