Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସପନ

ସପନ

1 min
6.4K


ଫଗୁଣ ଆସିଲା କୋଇଲି ଗାଇଲା

ବହିଲା ମଳୟ ପବନ ,

ମୋ ପ୍ରିୟା ଆସିଲା ଲାଜରେ ହସିଲା

ଉଡେ ଆଜି ଏଇମନ


ସୁରୁଜ ନଇଲା ସଞ୍ଜ ଆସିଲା

ଜହ୍ନ ଖେଳେ ଆକାଶରେ

ଜୀବନ ଏଇ ମିଠା ଅନୁଭୂତି

ମଧୁର ତା ସଦା ବେଳେ ....

କାଉ ତା ରାବିଲେ ନିଦ ଭାଙ୍ଗିଗଲା

ସୁରୁଜ ଉଇଁଲାଣି

ସପନ ତା କେବେ ସତ ହୁଏନି ମନ ବୁଝେ ନାଇଁ କାଇଁ .......


Rate this content
Log in