Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance

2  

kahnu charan sahu

Romance

ସପନ ନାୟିକା

ସପନ ନାୟିକା

1 min
64



ଯାହାକୁ ଭାବୁଛି ମୁଁ ମୋ ସପନ ନାୟିକା

ସିଏ ଆଉ କାହା ପ୍ରେମେ ପଢ଼ିଛି ବନ୍ଧା। 


ଲାଗେ ବେଳେବେଳେ ଥାଉ ଏ ଜୀବନ

ଦେବିନି କାହାକୁ ମୋ ପାଗଳ ମନ । 


ତୁଚ୍ଛାଟାରେ ସାରେ ରାତିକ ଆୟୁଷ

ଦେଖିବାକୁ ତା' ମଧୁଫୁଲିଆ ହସ ।


ପାଗଳ ହୃଦୟ ଖୋଜେ ରାତି ଦିନ

ହଜେଇ ନିଜେ ନିଜ ପାଖେ ନିଜ ସପନ ।।



Rate this content
Log in

Similar oriya poem from Romance