Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Fantasy

2  

Ram Prasad Bisoi

Fantasy

ସଂଳାପ-୭୯

ସଂଳାପ-୭୯

1 min
6.8K


ଶ୍ରାବଣୀକୁ କହି ଦିଏ,

ଝରଣା ହୋଇ

ଆଉ

ତୁ ବହନା ଲୁହ,

ଯେତେଦୂରେ ଯିଏ

ଥାଉ

ଯିଏ ଯାହାର ସିଏ

ତାହାର,

ସମୟ ହାତେ ପା

ଚାବିକାଠି

ହୃଦୟ ବନ୍ଦ ଦରଜାର,

ହୁଅନା ଆନମନା

ଋତୁ ସିନା ଆସେ

ଋତୁ ଯାଏ ,ବଦଳେ ନି

କେବେ

ବହୁଥିବା ପବନ

ଆଶା ମରିଯାଏ ନି

କେବେ

ମରି ଯାଏ ଦେହ

ଗଡି ଯାଏ ସିନା

ବୟସ,-----------!


©®କାଶ୍ୟପ ,ରାୟଗଡା ।


Rate this content
Log in

Similar oriya poem from Fantasy