Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ସଂଳାପ-୭୭

ସଂଳାପ-୭୭

1 min
6.4K


ସଂଳାପ-୭୭
 
ବାଟ ଚାଲୁ ଚାଲୁ,
କେହି କିଏ ? 
କେବେ ମିଳିଯାଏ,
ଆପଣା ଠାରୁ ବି ଲାଗେ
ଅତି ଆପଣାର,
କିଛି ପରିବର୍ତ୍ତନ 
ଅକସ୍ମାତ ଆସେ,
ବିଶ୍ୱାସ ବି ଲାଗେ ନି,
ଘଟଣା ନା ଏକ ଦୁର୍ଘଟଣା
ସଂଘଟଣା
ତଥାପି
ଚେହେରା ଟି 
ପ୍ରତିବିମ୍ବିତ
ହୋଇ ଚାଲେ ବାରମ୍ବାର
ଆଖି ଆଗରେ,
ମନ କହେ,
ଟିକେ ରହିଯାଇଥିଲେ ହୁଅନ୍ତା ନି
ହାତମୁଠାରେ ତାକୁ ବାନ୍ଧି ରଖିଥାନ୍ତି,
ଅନ୍ତରାଳେ,
ଜୀବନ 
ଏକ ଘଟଣା ସମୂହର ସମାହାର
କେବଳ
ପ୍ରକିୟା,ପର୍ଯ୍ୟାୟରେ ନୁହେଁ ସୀମିତ---!
 
©®କାଶ୍ୟପ,ରାୟଗଡା ।
 
 
 
 


Rate this content
Log in