Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୪୬

ସଂଳାପ-୪୬

1 min
6.5K


#ତାଙ୍କଠିକଣା***
ଅନାମିକା
ଅଳ୍ପ ହାତ ବଢ଼ାଇ ତ ଦେଖ,
ଶୁଖିଲା ହୃଦୟ ମାଟିକୁ ଭିଜାଇ ତ ଦେଖ , ନିରଖି କଣ ? ଖାଲି ଦେଖି ଚାଲିଥିବି ,ତୁମ ଚେହେରା 
ବାକି ତକ ଜୀବନ
ନେଇ ନିଷବ୍ଧତା ଓ ନିଷିର୍ଦ୍ଧତା,
କେତେଦିନ 
ବନ୍ଧୁମାନଙ୍କ ସହ ବୁଲି ବାଣ୍ଟି ଚାଲିଥିବ ହସ ଲୁହ 
ହୋଇ ଲୋକହସା ପଚାରି 
ତାଙ୍କ ଠିକଣା----!
©®କାଶ୍ୟପ ରାୟଗଡା ।


Rate this content
Log in