Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୩୧,ବର୍ଷାରେ-ମାଟି ଓ ଦିଗହରା ପ୍ରାଣ।

ସଂଳାପ-୩୧,ବର୍ଷାରେ-ମାଟି ଓ ଦିଗହରା ପ୍ରାଣ।

1 min
6.7K


ବର୍ଷାରେ-ମାଟି ଓ ଦିଗହରା ପ୍ରାଣ।
 
ଛାତ ଉପରେ 
ଆଷାଢ଼ ପୂର୍ଣ୍ଣିମାର ମେଘ ଚାଦର ଢଙ୍କା ଜହ୍ନ ,
ମନ ତଳେ 
ଢଙ୍କା ହୋଇ ପଡିଛି ଆବେଗ --!
ଏଇ କିଛିଦିନ ହେଲା ତାକୁ କେହି ଚୋରି କରିନେଲା 
ନତୁବା 
ତା ସ୍ୱଇଚ୍ଛାରେ ନିଜେ ସେ ହଜିଗଲା
ସ୍ୱାର୍ଥାନ୍ଧଙ୍କ ଭିଡ଼ରେ
ଯଦି,
ଆପଣଙ୍କୁ ଦେଖା ମିଳେ କହିଦେବେ
ଆଷାଢ଼ର ସବୁଜିମାକୁ ବର୍ଷାରେ ଭିଜି ଖୋଜୁଛି ତାକୁ କବିଙ୍କ-
ଦିଗହରା ପ୍ରାଣ
ଆସନ୍ନ ନିଠର ଶ୍ରାବଣର ଝଡ଼ 
ପରେ
ମାଟିର ମିଠା ଗନ୍ଧରେ-------!!!
 
©® କାଶ୍ୟପ,ରାୟଗଡା


Rate this content
Log in