ସଂଳାପ-୨୨
ସଂଳାପ-୨୨
1 min
6.6K
ସଂଳାପ-୨୨
ତଥାଗତ
ଯଦି ପାରୁଛ
ଆଜିର ଦ୍ୱେତ ଭୂମିକାରେ ଅଭିନୟ
କରି ଦେଖ,
ତୁମ ଚାରୋଟି ସତ୍ୟ
ଜନ୍ମ,ଜୀବନ,ଜରା, ମୃତ୍ୟୁ
ଭୁଲିଯିବ,
ଭୁଲିଯିବ ,
ତୁମ ସିଦ୍ଧାନ୍ତ
ରହି ଅମଣିଷଙ୍କ
ଗହଳି ଭିତରେ-----------------!
କାଶ୍ୟପ
ରାୟଗଡା