Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୧୭

ସଂଳାପ-୧୭

1 min
1.2K


ସଂଳାପ-୧୭
 
ପ୍ରେମ ତୁମେ-ଦେହ,ଦାହା***
 
ପ୍ରେମ ଯଦି ପ୍ରେମ ବଦଳରେ
ଅନ୍ୟ ଏକ ପ୍ରେମକୁ  
ନ ଦେଇପାରେ ଜନ୍ମ, 
ରହେ ଅବ୍ୟକ୍ତ,
ତା ହେଲେ 
ତୁମେ ଓ ତୁମ ପ୍ରେମ
ନପୁଂସୁକ ଏବଂ ହତଭାଗ
କିନ୍ତୁ 
ବିଡମ୍ବନା,
ପ୍ରେମ ତୁମେ ଆଜି 
ନଅଙ୍କଦୁର୍ଭିକ୍ଷ,
ସୀମିତ,
ଦେହ ଓ ଦାହାର ବ୍ୟାପାରରେ------------!
 
©®କାଶ୍ୟପ,ରାୟଗଡା


Rate this content
Log in