ସଂଳାପ-୧୪
ସଂଳାପ-୧୪
1 min
1.3K
ସଂଳାପ-୧୪;
ନ ଦିଅ ପଛେ
ଜୀବ ଯିବା ଯାକେ
ବାଣ୍ଟିଚାଲ ଦୁଃଖ
ସୁଖ କି ହେବ ମୋର
ସେ ତ ଅଦିନିଆ ବନ୍ଧୁ
ଦୁଖଃ ଯେ ମୋର
ସବୁ ଦିନିଆ ସାଙ୍ଗ ।
©®@କାଶ୍ୟପ,ରାୟଗଡା ।