Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Others

2  

Pradipta Sundar Rath

Others

ସଂଘର୍ଷ ଲେଖାଥିବ ମୋ ଭାଗ୍ୟରେ

ସଂଘର୍ଷ ଲେଖାଥିବ ମୋ ଭାଗ୍ୟରେ

1 min
429


(ଏବେ ନୀରବ ରହିବାର ନାହିଁ .....କହିଲେ କିଏ ସଫଳତା ତୁମ ଭାଗ୍ୟ ରେ ନାହିଁ )


ଧନ୍ୟବାଦ ତୁମକୁ ....

     ପଢିଥିବାରୁ ମୋ ଭାଗ୍ୟ କୁ ...

  ପଢିନି କେବେ ...ମୁ ମୋର ଭାଗ୍ୟ

  ତାହା ମୁ କରେ ...କହେ ଯାହା ମୋ ହୃଦୟ ..


ମୋ ହୃଦୟ ମନ୍ଦିରେ ମୋ ଆଦର୍ଶ ମୋ ଗୁରୁ ..

   ମୁ ଜାଣେ ମୁ ନୁହେଁ ଭୀରୁ ....।।


ଯାଇଛ ତୁମେ ଟିକେ ଆଗେଇ ...

      ଭାଇ ଆସନା ଦୁଇ ପାଦ ପଛେଇ ...

   ସଫଳତା ତୁମକୁ ମିଳି ନପାରେ 

   ସଂଘର୍ଷ ଲେଖାଥିବ ମୋ ଭାଗ୍ୟର ପୃଷ୍ଠା ରେ ..

କରିବା ହିଁ ପାଇବାର ଜନନୀ ...

         ଈଏ ମୋ ଗୁରୁଙ୍କର ବାଣୀ ...


ମୋ ହୃଦୟ ମନ୍ଦିରେ ମୋ ଆଦର୍ଶ ମୋ ଗୁରୁ ..

   ମୁ ଜାଣେ ମୁ ନୁହେଁ ଭୀରୁ ....।।


ଈଛା ନାହିଁ ଯଦି ପଛକୁ ଫେରିବାପାଇଁ ...

         ପଢିଛ ଯଦି ଆଉ ପଢ ଟିକେ ଆଗେଇ ..

  ତୁମେ ଓଠେ ଭରିଯିବ ହସ ...

  ଦେଖି ମୋ ଭାଗ୍ୟେ ସଫଳତାର ଆଭାସ ..


(ସତ କର୍ମୀର କେବେ ବି ଅକଲ୍ୟାଣ ହୁଏ ନାହିଁ ...

    ଦିନକ ଆଗରୁ ବା ଦିନକ ପରେ ....)

  

  ମୋ ଗୁରୁ ମୋତେ କହିବା ପରେ ..

   ସଂଘର୍ଷ ମୋ ଚାଲେ ସତ୍ ରେ ...


ମୋ ହୃଦୟ ମନ୍ଦିରେ ମୋ ଆଦର୍ଶ ମୋ ଗୁରୁ ..

   ମୁ ଜାଣେ ମୁ ନୁହେଁ ଭୀରୁ ....।।

  

  



   



Rate this content
Log in