Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Classics

3  

Madhu mita

Classics

ସନେଟ୍...ଚଳନ୍ତା ଦିଅଁ

ସନେଟ୍...ଚଳନ୍ତା ଦିଅଁ

1 min
117



କି କହିବି ତୋର କଥା ମୁଁ କାଳିଆ

ଭକତ ତୋର ପରାଣ…

ନାରକୀୟ ଲୀଳା ଭୁବନେ ରଚୁଛୁ

ନର ଦେହେ ନାରାୟଣ…!!


ଦାରୁଦିଅଁ ବୋଲି ଜଗତ କୁହଇ

ଡ଼ାକଇ ବିକଳେ ତୋତେ…

କାଠ ହୋଇଥିଲେ ମନକଥା ବୁଝି

ପାରି ଥାଆନ୍ତୁ କି ସତେ…!!


ଜରରେ କମ୍ପୁଛୁ ବୁଲି ବାହାରୁଛୁ

ଖାଉଛୁ ପୁଣି ଶୋଉଛୁ…

ଘରୋଇ କଳହ ବଳେ ପୁଣି ଜଗା

ପତ୍ନୀ ଗାଳି ତୁ ସହୁଛୁ…!!


ତଥାପି ଯଦି ମୁଁ କହିବି କାଳିଆ ତୁ ଅଟୁ ଅଚଳ ମେରୁ…!!

ମିଥ୍ୟା ପ୍ରମାଣିତ କରି ମୋ କଥାକୁ ହସିଦେ ଜଗତ ଗୁରୁ…!!


Rate this content
Log in

Similar oriya poem from Classics