Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ସ୍ମୃତି

ସ୍ମୃତି

1 min
168



 କୃତ୍ରିମ ହସରେ ବଞ୍ଚିବା ଶିଖିଛି

    ତୁମରି ସ୍ମୃତି କିନେଇ

ସେ ସ୍ମୃତି ରେ ଦିଅ ଅନେକ ସାନ୍ତ୍ବନା

  ଓଠ ମଧୂଭାଷା କହି ।


ଅନେକ ସପନ ଦୁଃଚିନ୍ତାର ଭୟ

   କଳ୍ପନାରେ ଭବିଷ୍ୟତ

 ବକ୍ଷରେ ଗାଲିଚା ବିଛେଇଛ ସତେ

   ବକ୍ଷଲଗ୍ନା ବିମୋହିତ ।


 ଆକଟ ବାଣୀକୁ ଆକୁଣ୍ଠ ରେ ପଢେ

    ମନ ପଢା ପୋଥି ତୁମେ

 ଭଲ ପାଇବାଟା ଫୁଲ ଟିଏ ନୁହେଁ

    ଦେବ ତୁମେ ମୋର ନାମେ ।


  ରୂପେ ଅନୁପମ ମୁଁ ହୁଏ ବିଭୋର

       ଉଦାସି ନୟେନେ ଦେଖି

ଦୀର୍ଘ ଶ୍ୱାସ ଟିଏ ମାରି ବସିପଡେ

    ସ୍ମୃତି ରେ ଭାସଇଁ ଆଖି ।


Rate this content
Log in