ସମ୍ପର୍କ
ସମ୍ପର୍କ
ଏମିତି ଥାଉ ଆମ ସମ୍ପର୍କ
ସଂଜ୍ଞା ଯୋଡନି
କି ବନ୍ଧ ବାନ୍ଧନି
ଭାରି ଭଲ -
ଏ ନାମହୀନ ସମ୍ପର୍କର ମହକ
ରାତିର ବିଭୋର ସପନ ପରି -
ଅଧାରୁ ନିଦ ଭାଙ୍ଗନି
କି ଉଜାଡ଼ି ଦିଅନି
ସମ୍ପର୍କର ଏ ସବୁଜ ବନାନୀ
ଏମିତି ଥାଉ ଆମ ସମ୍ପର୍କ
ସଂଜ୍ଞା ଯୋଡନି
କି ବନ୍ଧ ବାନ୍ଧନି
ଭାରି ଭଲ -
ଏ ନାମହୀନ ସମ୍ପର୍କର ମହକ
ରାତିର ବିଭୋର ସପନ ପରି -
ଅଧାରୁ ନିଦ ଭାଙ୍ଗନି
କି ଉଜାଡ଼ି ଦିଅନି
ସମ୍ପର୍କର ଏ ସବୁଜ ବନାନୀ