Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

4.0  

BISWESWAR MAJHI

Inspirational

ସିଗାରେଟ୍ କରେ ପରିବାର ଖାର

ସିଗାରେଟ୍ କରେ ପରିବାର ଖାର

1 min
254



ସିଗାରେଟ ପିଇଲା ବାଲାର ଫୁସଫୁସ ନଷ୍ଟ ହୁଏ

କର୍କଟ ରୋଗ ଆକ୍ରାନ୍ତ କରେ ଜୀବନ ନିଏ।


ଏକଥା ଜଣା ସଭିଙ୍କୁ ତଥାପି କିଏ ଛାଡିଦିଏ

ବେଶି କ୍ଷତି ପିଇବା ବାଲା ଠାରୁ ସାମନା ଲୋକର।


ସବୁଠାରୁ ଅଧିକ କ୍ଷତି ପରିବାର ସ୍ତ୍ରୀ ସନ୍ତାନ

ତାଠାରୁ ଅଧିକ ଗର୍ଭସ୍ଥ ଶିଶୁ କର ଚିନ୍ତନ। 


ପଇସା ଉଡାଇ ପରିବାର ପାଇଁ ବିପଦ ଡାକ

ବଦଭ୍ଯାସ ପରିହାର କଲେ ସୁଖ ଶାନ୍ତି ମିଳେ ଅନେକ।


ପରିବାର ସ୍ନେହ ଥିଲେ ନିଶା ଦ୍ରବ୍ଯ କି ଆବଶ୍ୟକ 

ବୈକୁଣ୍ଠ ସମାନ ପରିବାର ଛାଡି ଭୋଗ ନରକ ।


ସଞ୍ଚୟ ବଢିବ ସୌହାର୍ଦ୍ଦ୍ୟ ବଢିବ ଅତୁଟ ହେବ ବନ୍ଧନ

ପରିବାର ଛାଡି ନିଶାକୁ କରିବା ନାହିଁ ବନ୍ଦନ।


Rate this content
Log in

Similar oriya poem from Inspirational