ଶୁଖିଲା ପତର
ଶୁଖିଲା ପତର
ଜୀବନର ପୂର୍ବାହ୍ନରେ ମୁଁ ଅବୋଧ ଶିଶୁ
ସତେ କି ମାଟିପିିିିତୁଳା
ଧୂଳି ବାଲିି ଘର ସାଥି ଥିଲେ ମୋର
ମୁଁ ଥିଲି ଗୋଟେ ଅବଳା ।
ଜୀବନ ମଧ୍ୟାହ୍ନ ଯୌବନ ଜଂଜାଳ
ଯେତେ ସରି ସରି ଯାଏ
ଲୋଭ ଓ ଆସକ୍ତି ମାୟା ଜାଲ ପଡ଼ି
ସଂସାରକୁ ଧରି ଥାଏ ।
ଜୀବନ ସାୟାହ୍ନ ଏବେ ଉପନିତ
କୁଆଡେ ଯିବି ମୁଁ ଧାଇଁ
ଶୁଖିଲା ପତର ଶକ୍ତିିିହୀନ ମୁୁୁହିଁ
ଆଉ ପାରୁୁନାହିଁଁ ଚାହିଁ ।